ନିଶ ମୋଡ଼ିବା Niṡa moṟḍ̠ibā

  • ଦେ. କ୍ରି — ନିଜର ବୀରତ୍ୱ ପ୍ରକାଶପୂର୍ବକ ମୁଛକୁ ଆଉଁସିବା — To trim the moustaches
  • ଦେ. କ୍ରି — ଯୁଝିବାକୁ ମନେ କଲେ ସେ ନିଶ ମୋଡ଼ି । କୃଷ୍ଣସିଂହ, ମହାଭାରତ. ବନ ।