ନିଶ ପଟ Niṡa paṭa

  • ଦେ. ବି — ନିଶର ଏକ ପାଖ — One side of the mustaches
  • ଦେ. ବି — ଦୁର୍ଯ୍ୟୋଧନ ଏ କଥା ଶୁଣିଣ ହସିଲେ ହାତକୁ ନେଇ ନିଶ ପଟରେ ଘଷିଲେ । କୃଷ୍ଣସିଂହ, ମହାଭାରତ. ବନ ।