ନିଶ ଆଉଁସିବା Niṡa āuñsibā

  • ଦେ. କ୍ରି — ନିଶରେ ହାତ ପକାଇବା; ନିଶକୁ ହାତରେ ସାଉଁଳିବା — To stroke or trim one's mustaches
  • ଦେ. କ୍ରି — ଶସ୍ତ୍ର କଷି ନିଶ ଆଉଁସି ବାହାରିଲେ । କୃଷ୍ଣସିଂହ. ମହାଭାରତ, ବନ ।
  • ଦେ. କ୍ରି — [ଦ୍ର—ଲୋକେ ବୀରତ୍ୱର ଆସ୍ଫାଳନ କରିବା ସମୟରେ ନିଶକୁ ଆଉଁସନ୍ତି ।]