ନିଲିମ୍ପ Nilimpa

  • ସଂ. ବି. (ନି=ଭିତରେ ବା ଉପରେ +ଲିମ୍ପ୍ ଧାତୁ=ଲେପନ କରିବା+କର୍ତ୍ତୃ. ଅ) — ଦେବତା — Deity
  • ସଂ. ବି. (ନି=ଭିତରେ ବା ଉପରେ +ଲିମ୍ପ୍ ଧାତୁ=ଲେପନ କରିବା+କର୍ତ୍ତୃ. ଅ) — ମରୁତ ଦେବତାଗଣ — A troop of Marut Deitie so (M.W.)