ନିଲିମ୍ପା Nilimpā

  • ସଂ. ବି. ସ୍ତ୍ରୀ. (ନିଲିମ୍ପ+ଆ) — ଗାଭୀ; ଗାଈ — Cow
  • ସଂ. ବି. ସ୍ତ୍ରୀ. (ନିଲିମ୍ପ+ଆ) — ଦୁଗ୍ଧ ଭାଣ୍ଡ — A milk pail. (M.W.)