ନିଲାମ(ମି) ଇସ୍ତି(ସ୍ତା)ହାର Nilāma(mi) isti(stā)hāra
- ବୈଦେ, ବିଣ (ଆ) (କଚିରିଆ) (ଆ. ନିଲାମ୍ +ଇସ୍ତାହାର) — କୌଣସି ସମ୍ପତ୍ତି ନିଲାମ ହେବା ସମ୍ବନ୍ଧେ ପୂର୍ବରୁ ସର୍ବସାଧାରଣଙ୍କୁ ନିଲାମର ତାରିଖ ଓ ସର୍ତ୍ତ ଓ ସ୍ଥାନ ଆଦି ଜଣାଇବା ପାଇଁ ପ୍ରକାଶିତ ବିଜ୍ଞାପନ — Proclamation for sale by auction of a certion property