ନିଲାମ ସିଦ୍ଧ Nilāmasiddha

  • ଦେ. ବି.—(କଚିରିଆ) (ଆ. ନିଲାମ+ସଂ. ସିଦ୍ଧ) — ନିଲାମ ହେବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଉକ୍ତ ନିଲାମ ରଦ କରା ନ ଗଲେ ଉକ୍ତ ନିଲାମ ସିଦ୍ଧ ବା ସ୍ଥିରୀକୃତ ହେବାର ଆଦେଶ — Confirmation of an auction sale