ନିଲାମ ଲାଟବନ୍ଦୀ Nilāma lāṭabandi

  • ବୈଦେ. ବି. (କଚିରିଆ) (ଆ. ନିଲାମ; ଇଂ. ଲଟ୍+ଫା. ବନ୍ଦୀ) — ଏକାଧିକ ଲାଟ ବା ଦଫାରେ ବିଭକ୍ତ କରି ଥରକେ ଗୋଟିଏ ଗୋଟିଏ ଲାଟ୍ ବାବତ୍ ସମ୍ପତ୍ତିକୁ ନିଲାମ କରାଇବାର ରୀତି — Auction properties by serial lots