ନିଲାମ ରଦ୍ Nilāma rada
- ବୈଦେ. ବିଣ. (କଚିରିଆ)—(ଆ. ନିଲାମ୍+ରଦ୍ଦ୍) ନିଲାମ ରୀତି ଦ୍ୱାରା ବିକ୍ରି ହୋଇଥିବା ସମ୍ପତ୍ତିର ବିକ୍ରୟ ମକଦମା ଦ୍ୱାରା ବା ନିର୍ଦ୍ଧାରିତ ସମୟ ମଧ୍ୟରେ ଦେୟ
- ବୈଦେ. ବିଣ. (କଚିରିଆ)—(ଆ. ନିଲାମ୍+ରଦ୍ଦ୍) (ନିଲାମ ଅସିଦ୍ଧ—ଅନ୍ୟରୂପ) ଟଙ୍କା ଦାଖଲ କରିବା ଦ୍ୱାରା ବା ଅନ୍ୟ ଆଇନସଙ୍ଗତ ଆପତ୍ତି ଯୋଗୁ ଅସିଦ୍ଧ ବା ଅବୈଧ ବୋଲି ନିର୍ଦ୍ଧାରିତ ହେବା — The setting aside of an auction sale