ନିଲାମ ଡାକ Nilāma ḍāka
- ଦେ. ବି. (କଚିରିଆ) — ନିଲାମ ସମୟରେ ପ୍ରତ୍ୟେକ ଗ୍ରହଣେଚ୍ଛୁ ଯେତେ ଟଙ୍କାରେ ଉକ୍ତ ସମ୍ପତ୍ତିକୁ ନେବାକୁ ଇଚ୍ଛା କରନ୍ତି ତାହା ଉଚ୍ଚୈଃସ୍ୱରରେ ପ୍ରକାଶ କରିବା — A purchaser's bidding at an auction sale
- ଦେ. ବି. (କଚିରିଆ) — କୌଣସି ସମ୍ପତ୍ତି ପ୍ରକାଶ୍ୟ ନିଲାମ ହେଉଥିବା ବିଷୟ ନିଲାମ ସ୍ଥଳରେ ପିଆଦା ଦ୍ୱାରା ଉଚ୍ଚୈଃସ୍ୱରରେ ପ୍ରକଟନ — The peon's announcement at a the place of auction that a particular property is going to be auctioned