ନିଲାମ ଖରିଦ Nilāma kharida

  • ବୈଦେ. ବି (କଚିରିଆ) (ଆ. ନିଲାମ ଓ ଫା. ଖରୀଦ୍) — କୌଣସି ସମ୍ପତ୍ତିକୁ ନିଲାମ ରୀତିରେ କିଣିବା — Auction-purchase
  • ବିଣ — ନିଲାମ ରୀତିରେ କିଣା ଯାଇଥିବା (ସମ୍ପତ୍ତି) — Purchased at auction