ନିଲାମ ଖତମ Nilā khatama

  • ବୈଦେ. ବି. (କଚିରିଆ) (ଆ. ନିଲାମ ଓ ଫା. ଖତମ୍) — ପ୍ରକାଶ୍ୟ ନିଲାମରେ ସର୍ବୋଚ୍ଚ ଜରସମନରେ ଖରିଦ କରିବା ପାଇଁ ଗ୍ରହଣେଚ୍ଛୁ ବ୍ୟକ୍ତିର ଡାକ ଗୃହୀତ ହେବା — The acceptance of the highest bid by the auctioning authority