ନିଲାମ କାଏମ Nilā kāema

  • ବୈଦେ. ବି. (କଚିରିଆ) (ଆ. ନିଲାମ୍+ଫା. କାଏମ୍) — ନିଲାମ ହୋଇଥିବା ସମ୍ପତ୍ତିର ନିଲାମ ଡାକ ହେବା ପରେ ନିଲାମ ଖରିଦଦାର୍ ନିର୍ଦ୍ଧାରିତ ଜରସମନ ଦାଖଲ କଲେ ଓ ଦେଣଦାର ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ଦାଖଲ ନ କଲେ ବା ନିଲାମ ବିରୁଦ୍ଧରେ କୌଣସି ଆପତ୍ତି ଦାଏର ହୋଇ ତାହା ବିଚାର ହେବା ପରେ ଆପତ୍ତି ନାମଞ୍ଜୁର ହେଲେ ନିଲାମ ଖରିଦଦାର ଉକ୍ତ ସମ୍ପତ୍ତିର ନ୍ୟାୟ୍ୟ ମାଲିକ ହେବା ବିଷୟ ଅଦାଲତଙ୍କ ଦ୍ୱାରା ସିଦ୍ଧାନ୍ତ ହେବା — Confirmation of an auction sale