ନିଲାମ ଇସ୍ତିହାର Nilāma istihāra

  • ବୈଦେ, ବିଣ (ଆ) (କଚିରିଆ) (ଆ. ନିଲାମ୍ +ଇସ୍ତାହାର) — କୌଣସି ସମ୍ପତ୍ତି ନିଲାମ ହେବା ସମ୍ବନ୍ଧେ ପୂର୍ବରୁ ସର୍ବସାଧାରଣଙ୍କୁ ନିଲାମର ତାରିଖ ଓ ସର୍ତ୍ତ ଓ ସ୍ଥାନ ଆଦି ଜଣାଇବା ପାଇଁ ପ୍ରକାଶିତ ବିଜ୍ଞାପନ — Proclamation for sale by auction of a certion property