ନିଲକ୍ଷଣ Nilakshaṇa
- ଦେ. ବିଣ. ପୁଂ. (ସଂ. ନିର୍ଲକ୍ଷଣ) — ସୁଲକ୍ଷଣହୀନ — Having no auspicious sign
- ଦେ. ବିଣ. ପୁଂ. (ସଂ. ନିର୍ଲକ୍ଷଣ) — ନିଲକ୍ଷଣୀ ପାଇଁ କିମ୍ପା ଏତେ ଦୁଃଖ ସହିବ— ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି ।
- ଦେ. ବିଣ. ପୁଂ. (ସଂ. ନିର୍ଲକ୍ଷଣ) — ଅଲକ୍ଷଣା; ମନ୍ଦ ଆଚରଣବିଶିଷ୍ଟ — Having bad or cursed habits
- ଦେ. ବିଣ. ପୁଂ. (ସଂ. ନିର୍ଲକ୍ଷଣ) — ମୁଁ ହୀନ ନିଲକ୍ଷଣୀ ମଲି, ତୋତେ ଏକାକୀ ଛାଡ଼ି ଗଲି—ରାମଦାସ. ଦାର୍ଢ଼୍ୟତାଭକ୍ତି ।
- ଦେ. ବିଣ. ପୁଂ. (ସଂ. ନିର୍ଲକ୍ଷଣ) — କୁତ୍ସିତ — Bad; evil
- ଦେ. ବିଣ. ପୁଂ. (ସଂ. ନିର୍ଲକ୍ଷଣ) — ହୀନ; ତୁଚ୍ଛ — Mean; low