ନିରୟଗାମୀ NIrayagāmī

  • ସଂ. ବିଣ.ପୁଂ (ନିରୟ+ଗମ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ପାପୀ — Sinful
  • ସଂ. ବିଣ.ପୁଂ (ନିରୟ+ଗମ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ନରକଗାମୀ; ନିଜକୃତ ପାପ ଯେ ନରକକୁ ଯାଏ — Going to be punshied in hell for one's sins