ନିର୍ହାର Nirhāra

  • ସଂ. ବି. (ନିର୍+ହୃ ଧାତୁ+ଭାବ. ଅ) — ବହିଷ୍କରଣ — Bringing out
  • ସଂ. ବି. (ନିର୍+ହୃ ଧାତୁ+ଭାବ. ଅ) — ଉତ୍ପାଟନ — Taking out by the root
  • ସଂ. ବି. (ନିର୍+ହୃ ଧାତୁ+ଭାବ. ଅ) — ସଂସ୍କାରାର୍ଥ ଶବ ବହିଷ୍କରଣ — Bringing out a dead body of the house for cremation
  • ସଂ. ବି. (ନିର୍+ହୃ ଧାତୁ+ଭାବ. ଅ) — ମୂଳୋତ୍ପାଟନ — Eradication
  • ସଂ. ବି. (ନିର୍+ହୃ ଧାତୁ+ଭାବ. ଅ) — ଶବଦାହ — Cremation
  • ସଂ. ବି. (ନିର୍+ହୃ ଧାତୁ+ଭାବ. ଅ) — ଅଗ୍ନିଦାହ — Combustion; burning
  • ସଂ. ବି. (ନିର୍+ହୃ ଧାତୁ+ଭାବ. ଅ) — ବିଦ୍ଧ ଶଲ୍ୟାଦି ଶରୀରରୁ ବାହାର କରିବା — Extraction of arrow etc. pierced into the body
  • ସଂ. ବି. (ନିର୍+ହୃ ଧାତୁ+ଭାବ. ଅ) — ଯଥେଷ୍ଟ ବିନିଯୋଗ — Sufficient application
  • ସଂ. ବି. (ନିର୍+ହୃ ଧାତୁ+ଭାବ. ଅ) — ମଳ ମୂତ୍ରାଦି ତ୍ୟାଗ — Answering the calls of nature; discharge of refuse matters from the body
  • ସଂ. ବି. (ନିର୍+ହୃ ଧାତୁ+ଭାବ. ଅ) — ବହୁ ଦୂର ପ୍ରସାରିତ ସୁଗନ୍ଧ — A far diffused fragrance
  • ସଂ. ବି. (ନିର୍+ହୃ ଧାତୁ+ଭାବ. ଅ) — ସମ୍ପତ୍ତି — Wealth