ନିର୍ଲୋମ Nirloma

  • ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ଲୋମନ୍) — ଲୋମଶୂନ୍ୟ — Furless; devoid of furs or downs
  • ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ଲୋମନ୍) — ମାଖୁନା; ଟାଙ୍ଗରା; କେଶଶୂନ୍ୟ — Hairless; bald