ନିର୍ଲଜ୍ଜ Nirlajja

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଲଜ୍ଜା) — ଲଜ୍ଜାହୀନ — Shameless; impudent; brazenfaced
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଲଜ୍ଜା) — ମାନନାହୀନ; ଅମାନିଆ — Immodest
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଲଜ୍ଜା) — ଅଶ୍ଳୀଳ — Indecent