ନିର୍ଲକ୍ଷଣ Nirlashaṇa

  • ସଂ. ବିଣ. (ବହୁବ୍ରୀହି; ନିର୍+ଲକ୍ଷଣ) — ସୁଲକ୍ଷଣହୀନ; ଅଲକ୍ଷଣ — Without any auspicious sign
  • ସଂ. ବିଣ. (ବହୁବ୍ରୀହି; ନିର୍+ଲକ୍ଷଣ) — ଅଲକ୍ଷିତ — Unmarked