ନିର୍ଯାସ Nirj̄āsa
- ସଂ. ବି. (ନିର୍+ଯସ୍ ଧାତୁ=ଚେଷ୍ଟା କରିବା+କର୍ମ. ଅ) — କ୍ଷରଣ; ନିସ୍ୟନ୍ଦ — Exudation; infusion; oozing of juice
- ସଂ. ବି. (ନିର୍+ଯସ୍ ଧାତୁ=ଚେଷ୍ଟା କରିବା+କର୍ମ. ଅ) — ପାଚନ; କ୍ୱାଥ — Decoction; solution
- ସଂ. ବି. (ନିର୍+ଯସ୍ ଧାତୁ=ଚେଷ୍ଟା କରିବା+କର୍ମ. ଅ) — ଅଠା — Gum; resin
- ସଂ. ବି. (ନିର୍+ଯସ୍ ଧାତୁ=ଚେଷ୍ଟା କରିବା+କର୍ମ. ଅ) — ଗଛର ରସ — Juice; sap
- ସଂ. ବି. (ନିର୍+ଯସ୍ ଧାତୁ=ଚେଷ୍ଟା କରିବା+କର୍ମ. ଅ) — ଗୂଢ଼ାର୍ଥ — Implied or secret meaning
- ସଂ. ବି. (ନିର୍+ଯସ୍ ଧାତୁ=ଚେଷ୍ଟା କରିବା+କର୍ମ. ଅ) — ସାର ମର୍ମ — Purport
- ସଂ. ବି. (ନିର୍+ଯସ୍ ଧାତୁ=ଚେଷ୍ଟା କରିବା+କର୍ମ. ଅ) — ନିଶ୍ଚୟ; ସିଦ୍ଧାନ୍ତ — Final decision
- ଦେ. ବିଣ. — ଠିକ୍; ସତ୍ୟ — True; correct
- ଦେ. ବିଣ. — ସୁଦୃଢ଼ — Firm
- ଦେ. ବିଣ. — କଠିନ — Hard; harsh
- ଦେ. ବିଣ. — ସ୍ପଷ୍ଟ — Plain; clear; positive
- ଦେ. ବିଣ. — ନିଶ୍ଚିତ — Certain; conclusive