ନିର୍ଯାତ, ନିର୍ଯ୍ୟାତ Nirj̄ā(rj̄yā)ta

  • ସଂ. ବିଣ. (ନିର୍+ଯା ଧାତୁ+କର୍ତ୍ତୃ. ତ) — ନିର୍ଗତ; ବହିର୍ଗତ — Gone forth; gone out; started; departed
  • ସଂ. ବିଣ. (ନିର୍+ଯା ଧାତୁ+କର୍ତ୍ତୃ. ତ) — ନିଃସାରିତ — Extracted
  • ସଂ. ବିଣ. (ନିର୍+ଯା ଧାତୁ+କର୍ତ୍ତୃ. ତ) — ଅପସାରିତ — Expelled
  • ସଂ. ବିଣ. (ନିର୍+ଯା ଧାତୁ+କର୍ତ୍ତୃ. ତ) — ଲୁପ୍ତ — Vanished
  • ସଂ. ବିଣ. (ନିର୍+ଯା ଧାତୁ+କର୍ତ୍ତୃ. ତ) — ମୃତ — Deceased