ନିର୍ଯାଣ, ନିର୍ଯ୍ୟାଣ Nirj̄ā(rj̄yā)ṇa
- ସଂ. ବି. (ନିର୍+ଯା ଧାତୁ=ଯିବା+ଭାବ. ଅନ) — ନିର୍ଗମନ; ବହିର୍ଗମନ — Setting out; going forth
- ସଂ. ବି. (ନିର୍+ଯା ଧାତୁ=ଯିବା+ଭାବ. ଅନ) — ନିଷ୍କ୍ରମଣ; ନିଃସରଣ; ପ୍ରସ୍ଥାନ — Departure
- ସଂ. ବି. (ନିର୍+ଯା ଧାତୁ=ଯିବା+ଭାବ. ଅନ) — ଲୋପ ହେବା — Vanishing
- ସଂ. ବି. (ନିର୍+ଯା ଧାତୁ=ଯିବା+ଭାବ. ଅନ) — ନିର୍ବାଣ; ମୁକ୍ତି — Emancipation, beatitude
- ସଂ. ବି. (ନିର୍+ଯା ଧାତୁ=ଯିବା+ଭାବ. ଅନ) — ପ୍ରାଣବାୟୁର ଦେହ ପରିତ୍ୟାଗ; ମୃତ୍ୟୁ — Death
- ସଂ. ବି. (ନିର୍+ଯା ଧାତୁ=ଯିବା+ଭାବ. ଅନ) — (+ଅଧିକରଣ. ଅନ)—ପଶୁର ପୃଷ୍ଠାସନ; ଜୀନ୍ — Saddle
- ସଂ. ବି. (ନିର୍+ଯା ଧାତୁ=ଯିବା+ଭାବ. ଅନ) — ଗଜାପାଙ୍ଗ; ହସ୍ତୀର ଚକ୍ଷୁ କୋଣର ପ୍ରାନ୍ତ — The outer corner of an elephant's eye
- ସଂ. ବି. (ନିର୍+ଯା ଧାତୁ=ଯିବା+ଭାବ. ଅନ) — (+କରଣ. ଅନ) ପଶୁର ପାଦ ବନ୍ଧନ ରଜ୍ଜୁ — Rope for tying the feet of animals
- ସଂ. ବି. (ନିର୍+ଯା ଧାତୁ=ଯିବା+ଭାବ. ଅନ) — ଗଦି — Pad; cushion