ନିର୍ମୋକ Nirmoka

  • ସଂ. ବି. (ନିର୍+ମୁଚ୍ ଧାତୁ=ତ୍ୟାଗ କରିବା+କର୍ମ. ଅ) — ସାପର କାତି — Slough of a serpent
  • ସଂ. ବି. (ନିର୍+ମୁଚ୍ ଧାତୁ=ତ୍ୟାଗ କରିବା+କର୍ମ. ଅ) — ସାଞ୍ଜୁ — Coat of arms; armour; mail
  • ସଂ. ବି. (ନିର୍+ମୁଚ୍ ଧାତୁ=ତ୍ୟାଗ କରିବା+କର୍ମ. ଅ) — ଆକାଶ — The sky
  • ସଂ. ବି. (ନିର୍+ମୁଚ୍ ଧାତୁ=ତ୍ୟାଗ କରିବା+କର୍ମ. ଅ) — (+ଭାବ. ଅ)—ମୁକ୍ତି; ମୋକ୍ଷ — Final beatitude
  • ସଂ. ବି. (ନିର୍+ମୁଚ୍ ଧାତୁ=ତ୍ୟାଗ କରିବା+କର୍ମ. ଅ) — (ନାମ) ସାବର୍ଣ୍ଣି ମନୁଙ୍କର ଏକ ପୁତ୍ର — Name of a son of Sābarṇṇi Manu