ନିର୍ମୂଳୀ ଲତା Nirmūḻi latā
- ସଂ. ବି — ପରାଙ୍ଗପୁଷ୍ଟ ଲତାବିଶେଷ; ଗଛ ଉପରେ ମାଡ଼ି ଥିବା ମୂଳହୀନ ଲତାବିଶେଷ; ଆକାଶ ବଲ୍ଲୀ — A sort of parasite creeper; Cuscuta Reflexa
- ସଂ. ବି — [ଦ୍ର—ଏହା ସରୁ ହଳଦିଆ ଡେମ୍ଫ— ବିଶିଷ୍ଟ ଏକପ୍ରକାର ଲତା। ଏହାର ପତ୍ର ନାହିଁ। ଏହା ବିନାଚେରରେ ଗଛ ଉପରେ ମାଡ଼େ। ଏହା ଧାରକ, ତିକ୍ତ କଷାୟ ରସ, ପିଚ୍ଛିଳ, ନେତ୍ରରୋଗଘ୍ନ, ଅଗ୍ନିବର୍ଦ୍ଧକ ଓ ପିତ୍ତକଫ ଓ ଆମନାଶକ।]