ନିର୍ମିବା Nirmibā

  • ଦେ. (ପଦ୍ୟ) କ୍ରି — ନିର୍ମାଇବା (ଦେଖ) — Nirmāibā (See)
  • ଦେ. (ପଦ୍ୟ) କ୍ରି — ରଖିଥିଲେ ସ୍ଥଣ୍ଡିଳ ନିର୍ମି ଯାଗ ପାଇଁ ଏଣୁ ଜାଣୁ ଅଛି ମୁଁ କର୍ମୁ ବଡ଼ ନାହିଁ। କୃଷ୍ଣସିଂହ. ମହାଭାରତ. ଶାନ୍ତି।