ନିର୍ମିତ Nirmita

  • ସଂ. ବିଣ. (ନିର୍+ମା. ଧାତୁ+କର୍ମ. ତ) — ଗଠିତ; ରଚିତ — Made; consrutcted
  • ସଂ. ବିଣ. (ନିର୍+ମା. ଧାତୁ+କର୍ମ. ତ) — କୃତି; ତିଆରି — Manufactured