ନିର୍ମିତ୍ସୁ Nirmitsu

  • ସଂ. ବିଣ. (ନିର୍+ମା ଧାତୁ ଇଚ୍ଛାର୍ଥେ ସନ୍+କର୍ତ୍ତୃ. ଉ) — ନିର୍ମାଣେଚ୍ଛୁକ — Intending to build