ନିର୍ମାୟା Nirmāyā

  • ଦେ. ବିଣ. (ସଂ. ନିର୍ମାୟ) — ନିର୍ମାୟ (ଦେଖ) — Nirmāya (See)
  • ଦେ. ବିଣ. (ସଂ. ନିର୍ମାୟ) — ଆହେ ଧୃତରାଷ୍ଟ୍ର ଏହିରୂପ ନିର୍ମାୟା ବଚନ କହିଣ ଗଲେ ସେ ମହାମାୟା। କୃଷ୍ଣସିଂହ. ମାହାଭାରତ. ଭୀଷ୍ମ।
  • ଦେ. ବିଣ. (ସଂ. ନିର୍ମାୟ) — ଯାହାକୁ ସଂସାରର ମାୟା ଛୁଇଁ ନାହିଁ — Free from worldly illusion; not concerned with the worldly concerns