ନିର୍ମାଇବା Nirmāibā

  • ଦେ. (ପଦ୍ୟ) କ୍ରି. (ସଂ. ନିର୍ମାଣ) — ନିର୍ମାଣ କରିବା; ସୃଷ୍ଟି କରିବା — To build; to raise; to construct; to create
  • ଦେ. (ପଦ୍ୟ) କ୍ରି. (ସଂ. ନିର୍ମାଣ) — ବିଶାଳ ପୁର ସେ ନିର୍ମାଇ ତା ତହୁଁ ହେମ ଚନ୍ଦ୍ର ହୋଇ। ଜଗନ୍ନାଥ, ଭାଗବତ।