ନିର୍ମାଂସ Nirmāṁsa

  • ସଂ. ବିଣ (ବହୁବ୍ରୀହି; ନିର୍+ମାଂସ) — ମାଂସହୀନ — Fleshless; meatless
  • ସଂ. ବିଣ (ବହୁବ୍ରୀହି; ନିର୍+ମାଂସ) — ଖାଦ୍ୟାଭାବରୁ ଅତି କ୍ଷୀଣଶରୀର — Emaciated for want of food