ନିର୍ମଞ୍ଛନ Nirman̄chhana

  • ସଂ. ବି. (ନିର୍+ମଞ୍ଚ୍ ଧାତୁ=ଆରାଧନା କରିବା; ପୋଛିବା+ ଭାବ. ଅନ) — ନୀରାଜନ; ଆଳତିକରିବା — Waving of lamps before an image during worship
  • ସଂ. ବି. (ନିର୍+ମଞ୍ଚ୍ ଧାତୁ=ଆରାଧନା କରିବା; ପୋଛିବା+ ଭାବ. ଅନ) — ପୋଛିବା — Wiping
  • ସଂ. ବି. (ନିର୍+ମଞ୍ଚ୍ ଧାତୁ=ଆରାଧନା କରିବା; ପୋଛିବା+ ଭାବ. ଅନ) — ସେବା; ପୂଜନ — Worship