ନିର୍ମକ୍ଷିକ Nirmakshika
- ସଂ. ବିଣ. (ବହୁବ୍ରୀହି; ନିର୍+ମକ୍ଷିକା) — ମକ୍ଷିକା ଶୂନ୍ୟ — Free from fleas
- ସଂ. ବିଣ. (ବହୁବ୍ରୀହି; ନିର୍+ମକ୍ଷିକା) — ନିଭୃତ; ନିର୍ଜନ — Lonely; private
- ସଂ. ବି. — ମକ୍ଷିକାର ଅଭାବ — Want of flies
- ସଂ. ବି. — ମକ୍ଷିକାଶୂନ୍ୟ ସ୍ଥାନ — A place free from fleas
- ସଂ. ବି. — ନିର୍ଜନ ସ୍ଥାନ — Lonely place