ନିର୍ଭୃତି Nirbhṛuti

  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଭୃତି=ବେତନ) — ବିନା ମୂଲ୍ୟରେ କାମ କରିବାବାଲା; ବେଠିଆ — Working without remuneration
  • ବି — ବେଠି — Impressed labour