ନିର୍ଭାଗତ Nirbhāgata

  • ଦେ. ବିଣ. (ସଂ. ନିର୍ବାହିତ) — ନିଷ୍ପାଦିତ; ନିଷ୍ପନ୍ନ — Accomplished
  • ଦେ. ବିଣ. (ସଂ. ନିର୍ବାହିତ) — ପ୍ରଚଳିତ — Current
  • ଦେ. ବିଣ. (ସଂ. ନିର୍ବାହିତ) — ସଂସାରରେ ବା ସମାଜରେ ଚଳିଯାଉଥିବା — Getting on in the world or society