ନିର୍ବିବର Nirbibara

  • ସଂ. ବିଣ. (ବହୁବ୍ରୀହି; ନିର୍+ବିବର୍) ସମୀପ; ସନ୍ନିକଟ — Approximate; contiguous
  • ସଂ. ବିଣ. (ବହୁବ୍ରୀହି; ନିର୍+ବିବର୍) ନୀରନ୍ଧ୍ର; ନିଶ୍ଛିଦ୍ର — Not porous; impervious