ନିର୍ବିଦ୍ୟ Nirbidya

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ବିଦ୍ୟା) — ଅକୃତବିଦ୍ୟା; ବିଦ୍ୟାହୀନ — Illiterate
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ବିଦ୍ୟା) — (ନିର୍ବିଦ୍ୟତା—ବି)