ନିର୍ବିଣ୍ଣ, ନିର୍ବ୍ବିଣ୍ଣ Nirbi(rbbi)ṇṇa
- ସଂ. ବିଣ. (ନିର୍+ବିଦ୍ ଧାତୁ=ଜାଣିବା+କର୍ତ୍ତୃ. ତ) ଚେତନାଶୂନ୍ୟ — Senseless
- ସଂ. ବିଣ. (ନିର୍+ବିଦ୍ ଧାତୁ=ଜାଣିବା+କର୍ତ୍ତୃ. ତ) ଭୟଶୋକାଦି ଦ୍ୱାରା ଅତି କାତର — Overcome with grief or fear
- ସଂ. ବିଣ. (ନିର୍+ବିଦ୍ ଧାତୁ=ଜାଣିବା+କର୍ତ୍ତୃ. ତ) ଦୁର୍ଦଶାଗ୍ରସ୍ତ; କ୍ଳିଷ୍ଟ — Afflicted; distressed
- ସଂ. ବିଣ. (ନିର୍+ବିଦ୍ ଧାତୁ=ଜାଣିବା+କର୍ତ୍ତୃ. ତ) ଅନୁତପ୍ତ; ଖିନ୍ନ — Sorrowing; penitent; despondent; depressed