ନିର୍ବିଘ୍ନ Nirbighna.

  • ସଂ. ବି. (ନିର୍+ବିଘ୍ନ) — ବିଘ୍ନର ଅଭାବ — Absence of impediment (Apte)
  • ବିଣ. (ବହୁବ୍ରୀହି) — ବାଧାରହିତ — Without hinderance; unobstructed
  • ବିଣ. (ବହୁବ୍ରୀହି) — ନିରାପଦ; ନିରୁପଦ୍ରବ — safe; free from calamity