ନିର୍ବାହିତ Nirbāhita

  • ସଂ. ବିଣ. (ନିର୍+ବହ. ଧାତୁ ଣିଚ୍ ବାହି. ଧାତୁ= ସମ୍ପାଦନ କରାଇବା+କର୍ମ. ତ) — ସମ୍ପାଦିତ — Finished
  • ସଂ. ବିଣ. (ନିର୍+ବହ. ଧାତୁ ଣିଚ୍ ବାହି. ଧାତୁ= ସମ୍ପାଦନ କରାଇବା+କର୍ମ. ତ) — ନିଷ୍ପାଦିତ — Accomplished; brought to a close