ନିର୍ବାହକ Nirbāhaka

  • ସଂ. ବିଣ. (ନିର୍+ବହ. ଧାତୁ+କର୍ତ୍ତ. ଅକ) — ସମ୍ପାଦୟିତା; ଯେ ନିର୍ବାହ କରେ — Accomplishing; finishing. performing
  • ବି — ସମ୍ପାଦକ; ମେନେଜର — Manager; secretary