ନିର୍ବାହ, ନିର୍ବ୍ବାହ Nirbā(rbbā)ha

  • ସଂ. ବି. (ନିର୍+ବହୁ. ଧାତୁ=ବହନ କରିବା+ଭାବ. ଅ) — ନିଷ୍ପାଦନ; ସମ୍ପାଦନ; ସମାପନ — Accomplishing
  • ସଂ. ବି. (ନିର୍+ବହୁ. ଧାତୁ=ବହନ କରିବା+ଭାବ. ଅ) — ସମାପ୍ତି — Completion
  • ସଂ. ବି. (ନିର୍+ବହୁ. ଧାତୁ=ବହନ କରିବା+ଭାବ. ଅ) — ଜୀବିକା — Livelihood
  • ସଂ. ବି. (ନିର୍+ବହୁ. ଧାତୁ=ବହନ କରିବା+ଭାବ. ଅ) — ନିଷ୍ପତ୍ତି — Decision
  • ସଂ. ବି. (ନିର୍+ବହୁ. ଧାତୁ=ବହନ କରିବା+ଭାବ. ଅ) — ପ୍ରାଚୁର୍ଯ୍ୟ — Sufficiency; abundance
  • ସଂ. ବି. (ନିର୍+ବହୁ. ଧାତୁ=ବହନ କରିବା+ଭାବ. ଅ) — କାର୍ଯ୍ୟ ଚାଳନା — Carrying on of a work
  • ସଂ. ବି. (ନିର୍+ବହୁ. ଧାତୁ=ବହନ କରିବା+ଭାବ. ଅ) — କାର୍ଯ୍ୟସାଧନର ଉପକରଣ — Provision for supply for a work
  • ଦେ. ବିଣ — ନିର୍ବାହିତ; ସମ୍ପାଦିତ — Accomplished
  • ଦେ. ବିଣ — ଏ କଥା କେହି ମୋରେ ନିର୍ବାହ ହୋଇବ—କୃଷ୍ଣସିଂହ. ମହାଭାରତ ଆଦି।
  • ଦେ. ବିଣ — ନିର୍ମାଣ — Construction; build
  • ଦେ. ବିଣ — ଘର ମଧ୍ୟ ସୁବର୍ଣ୍ଣ ରତ୍ନରେ ନିର୍ବାହ କରିଦେଲେ ଦ୍ୱିଜଙ୍କୁ ହୃଦେ ବହି ସ୍ନେହ। କୃଷ୍ଣସିଂହ. ମହାଭାରତ. ଦ୍ରୋଣ।