ନିର୍ବାହ କରିବା Nirbāhakaribā
- ଦେ. କ୍ରି — ସମ୍ପାଦନ କରିବା — To accomplish
- ଦେ. କ୍ରି — କୌଣସି କାର୍ଯ୍ୟ ସାମାଧାନ କରିବା; ନିର୍ଭା କରିବା — To bring about a work to an end; to accomplish; to manage; to carry on
- ଦେ. କ୍ରି — [ଦ୍ର—ଏହା ଅନ୍ୟ ଶବ୍ଦ ପରେ ପ୍ରାୟଶଃ ବ୍ୟବହୃତ ହୁଏ, ଯଥା— ବ୍ୟୟ ନିର୍ବାହ କରିବା; ଜୀବିକା ନିର୍ବାହ କରିବା; କାର୍ଯ୍ୟ ନିର୍ବାହ କରିବା ଇତ୍ୟାଦି।]