ନିର୍ବାସ୍ୟ Nirbāsya

  • ସଂ. ବିଣ. (ନିର୍+ବାସି. ଧାତୁ+କର୍ମ. ଯ) — ନିର୍ବାସିତ ହେବାର ଯୋଗ୍ୟ — Deserving to be exiled
  • ସଂ. ବିଣ. (ନିର୍+ବାସି. ଧାତୁ+କର୍ମ. ଯ) — ଯାହାକୁ ନିର୍ବାସିତ କରାଯିବ — To be exiled or transported