ନିର୍ବାସିତ, ନିର୍ବ୍ବାସିତ Nirbā(rbbā)sita

  • ସଂ. ବିଣ. (ନିର୍+ବାସି. ଧାତୁ+କର୍ମ. ତ) — ଦେଶାନ୍ତର ଦଣ୍ଡରେ ଦଣ୍ଡିତ; ଦେଶରୁ ବିତାଡ଼ିତ; ରାଜ୍ୟବାହାର — Transported; exiled; banished
  • ସଂ. ବିଣ. (ନିର୍+ବାସି. ଧାତୁ+କର୍ମ. ତ) — ବହିଷ୍କୃତ — Expelled; driven away
  • ସଂ. ବିଣ. (ନିର୍+ବାସି. ଧାତୁ+କର୍ମ. ତ) — ବିନାଶିତ — Exterminated