ନିର୍ବାସ, ନିର୍ବ୍ବାସ Nirbā(rbbā)sa

  • ସଂ. ବି. (ନିର୍+ବସ୍ ଧାତୁ=ବାସ କରିବା+ଅ) — ଦୂରୀକରଣ — Expulsion; exile
  • ସଂ. ବି. (ନିର୍+ବସ୍ ଧାତୁ=ବାସ କରିବା+ଅ) — ନିର୍ବାସନ; ଦେଶାନ୍ତରୀକରଣ — Exile
  • ସଂ. ବି. (ନିର୍+ବସ୍ ଧାତୁ=ବାସ କରିବା+ଅ) — ପ୍ରବାସ; ବିଦେଶବାସ — Sojourn