ନିର୍ବାର୍ୟ୍ୟ, ନିର୍ବ୍ବାର୍ୟ୍ୟ Nirbā(rbbā)rj̄ya

  • ସଂ. ବିଣ. (ନିର୍+ବୃ ଧାତୁ+କର୍ମ. ଯ) — ନିଃଶଙ୍କ — Fearless
  • ସଂ. ବିଣ. (ନିର୍+ବୃ ଧାତୁ+କର୍ମ. ଯ) — ଦୁଃସାହସୀ — Fool hardy