ନିର୍ବାପିତ, ନିର୍ବ୍ବାପିତ Nirbā(rbbā)pita

  • ସଂ. ବିଣ. (ନିର୍ ଧାତୁ+ଣିଚ୍. ବାପି ଧାତୁ+କର୍ମ. ତ) ନାଶିତ — Destroyed
  • ସଂ. ବିଣ. (ନିର୍ ଧାତୁ+ଣିଚ୍. ବାପି ଧାତୁ+କର୍ମ. ତ) ନିହତ — Killed; slaughtered
  • ସଂ. ବିଣ. (ନିର୍ ଧାତୁ+ଣିଚ୍. ବାପି ଧାତୁ+କର୍ମ. ତ) ଦତ୍ତ — Given up; offered
  • ସଂ. ବିଣ. (ନିର୍ ଧାତୁ+ଣିଚ୍. ବାପି ଧାତୁ+କର୍ମ. ତ) ଲିଭାଇ ଦିଆ ଯାଇଥିବା — Extinguished; put out
  • ସଂ. ବିଣ. (ନିର୍ ଧାତୁ+ଣିଚ୍. ବାପି ଧାତୁ+କର୍ମ. ତ) ପ୍ରଶମିତ — Cooled; allayed; alleviated