ନିର୍ବଳ, ନିର୍ବ୍ବଳ Nirba(rbba)ḻa

  • ସଂ. ବିଣ. (ବହୁବ୍ରୀହି; ନିର୍+ବଳ) — ବଳହୀନ — Powerless; impotent
  • ସଂ. ବିଣ. (ବହୁବ୍ରୀହି; ନିର୍+ବଳ) — [ନିର୍ବଳତା(ତ୍ୱ)—ବି]
  • ସଂ. ବିଣ. (ବହୁବ୍ରୀହି; ନିର୍+ବଳ) — ଦୁର୍ବଳ — Weak; feeble
  • ସଂ. ବିଣ. (ବହୁବ୍ରୀହି; ନିର୍+ବଳ) — କ୍ଷୀଣ — Emaciated
  • ସଂ. ବିଣ. (ବହୁବ୍ରୀହି; ନିର୍+ବଳ) — ନିସ୍ତେଜ — Vigourless
  • ସଂ. ବିଣ. (ବହୁବ୍ରୀହି; ନିର୍+ବଳ) — ଅସହାୟ — Helpess