ନିର୍ବର୍ହଣ Nirbarhaṇa

  • ସଂ. ବି. (ନିର୍+ବର୍ହ ଧାତୁ=ହିଂସା କରିବା+ଭାବ. ଅନ) — ମାରଣ — Killing; slaughter
  • ସଂ. ବି. (ନିର୍+ବର୍ହ ଧାତୁ=ହିଂସା କରିବା+ଭାବ. ଅନ) — ସମାପ୍ତି — Completion